ନାଚଣି ପଖି
ନାଚଣି ପଖି
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାନାଚଣି ପଖି
|
ନାଚୁଣି ପକ୍ଷି, ନାଚେଣି ପକ୍ଷିଅନ୍ୟରୂପ
ଦେଶଜ - ବିଶେଷ୍ୟ -
ସମ୍ପାଦନାତନ୍ତିର ଯନ୍ତ୍ରବିଶେଷ, ନିକିତି ଦଣ୍ଡ ଆକାରର କାଠି, ଯାହାର ଦୁଇ ପ୍ରାନ୍ତରେ ବଅସୂତା ଓହୋଳା ଯାଇ ଥାଏ — A stick from the two ends of which threads hang (a part of weaver's equipment).