ନଗଦାନଗଦ
ନଗଦାନଗଦ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାନଗଦାନଗଦ
|
(ନଗଦାନଗଦି—ଅନ୍ୟରୂପ)
=== ବୈଦେଶିକ - ବିଶେଷଣ - (ଆରବୀ - ନକ୍ଦ)
- ୧. ସଙ୍ଗେ ସଙ୍ଗେ ଦିଆଯିବା — ୧. Paid in cash.
- ୨. ଅଳ୍ପକାଳ ପୂର୍ବେ ଘଟିଥିବା — ୨. Recent.
- ୩. ସମସାମୟିକ; ସଙ୍ଗେ ସଙ୍ଗେ ଘଟିବା — ୩. Simultaneous.
ଦେଶଜ - କ୍ରି.ବିଶେଷଣ -
ସମ୍ପାଦନାନଗଦ (ଦେଖ) - Nagada (See)