ନକଡ଼ ଛକଡ଼

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ଗୋଳମାଳ; ଅଡ଼ୁଆ — Confusion; complication.

ଆମ୍ଭମାନଙ୍କ ହୁଣ୍ଡାହୁଣ୍ଡୀ କଥା ସେହିପରି, ନକଡ଼ ଛକଡ଼ ନାହିଁ ଫକୀର ମୋହନ. ଛଅମାଣ ଆଠଗୁଣ୍ଠ

ଦେଶଜ - ବିଶେଷଣ - ସମ୍ପାଦନା

ନକଡ଼ା ଛକଡ଼ା (ଦେଖ) - Nakaṟḍ̠ā chhakaṟḍ̠ā (See).