ନକଡ଼ା ଛକଡ଼ା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

୧. ଅତି ହେୟ; ନଗଣ୍ୟ — ୧. Contemptible.
୨. ମୂଲ୍ୟହୀନ —୨. Of no value.
୩. ଗୋଳମାଳିଆ; ଅଡ଼ୁଆ; ଅଡ଼ୁଆତଡ଼ୁଆ — ୩. Confused; complicated.

ଦେଶଜ - ବିଶେଷ୍ୟ - ସମ୍ପାଦନା

୯. କଡ଼ା କଉଡ଼ି ଓ ୬ କଡ଼ା କଉଡ଼ି —Nine bits and six bits of small sea-shells.

(ଯଥା—ନକଡ଼ା ଛକଡ଼ା ତିନି ବାର କଡ଼ା ଦିଗଣ୍ଡା ଦିକଡ଼ା କେତେ? ଶିଶୁଙ୍କକର ମାନସାଙ୍କ ପ୍ରଶ୍ନ)