ନଅଣ୍ଟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଅନଟନ; ନ୍ୟୁନ) ସମ୍ପାଦନା

୧. ଅଭାବ; ଅନଟନ —୧. Want.
୨. ଅପ୍ରାଚୁର୍ଯ୍ୟ; ଅପ୍ରତୁଳତା — ୨. Insufficience.
୩. କମ ହେଉଥିବା ବସ୍ତୁ; କମତି —୩. Deficit.
୪. ଅସମ୍ପୂର୍ଣ୍ଣତା —୪. Incompleteness.
୫. କମ୍ ହେବା ଅବସ୍ଥା —୫. Decrease; deficience.

ଦେଶଜ - ବିଶେଷଣ - ସମ୍ପାଦନା

ନଅଣ୍ଟିଆ (ଦେଖ) - —Na-aṇṭiā (See)