ନଅଣ୍ଟ

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଅନଟନ; ନ୍ୟୁନ)

ସମ୍ପାଦନା
୧. ଅଭାବ; ଅନଟନ —୧. Want.
୨. ଅପ୍ରାଚୁର୍ଯ୍ୟ; ଅପ୍ରତୁଳତା — ୨. Insufficience.
୩. କମ ହେଉଥିବା ବସ୍ତୁ; କମତି —୩. Deficit.
୪. ଅସମ୍ପୂର୍ଣ୍ଣତା —୪. Incompleteness.
୫. କମ୍ ହେବା ଅବସ୍ଥା —୫. Decrease; deficience.

ଦେଶଜ - ବିଶେଷଣ -

ସମ୍ପାଦନା

ନଅଣ୍ଟିଆ (ଦେଖ) - —Na-aṇṭiā (See)