ନଅଣ୍ଟିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

୧. ଅଭାବଗ୍ରସ୍ତ; ନିଅଣ୍ଟିଆ — ୧. In want; needy.
୨. ଅପ୍ରଚୁର; ଅପ୍ରତୁଳ — ୨. Insufficient.
୩. ଯାହା କମ୍ ଥାଏ —୩. Deficient.
୪. ଅସମ୍ପୂର୍ଣ୍ଣ —୪. Incomplete.