ବ୍ୟଞ୍ଜନବର୍ଣର ବିଂଶ ବର୍ଣ ଓ ବର୍ଗର ପଞ୍ଚମ ବର୍ଣ, ଏହା ଅନୁନାସିକ ଓ ଦନ୍ତ୍ୟ ବର୍ଣ ‌।

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ବ୍ୟଞ୍ଜନବର୍ଣ୍ଣର ବିଂଶ ବର୍ଣ୍ଣ; 'ତ' ବର୍ଗର ୫ମ ବର୍ଣ୍ଣ (ଏହାର ଉଚ୍ଚାରଣ ସ୍ଥାନ ଦନ୍ତ ଏହା ଅନୁନାସିକ ଓ ଦନ୍ତ୍ୟ ବର୍ଣ୍ଣ) —The ୨୦th consonant corresponding to 'n'.

  • (file)
  • (file)
  • (file)
  • (file)

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

୧. ବୌଦ୍ଧ —୧. A Buddhist.
୨. ଗଣେଶ —୨. Gaṇeṡa.
୩. ବନ୍ଧନ —୩. Binding; bond.
୪. ଦାନ —୪. Gift.
୫. ରଣ —୫. Battle.

ସଂସ୍କୃତ - ଅ. (ନୀ ଧାତୁ=ପାଇବା+କର୍ତ୍ତୃ. ଅ) ସମ୍ପାଦନା

ନୁହେଁ; ନାହିଁ — Not; no.

[ଦ୍ରଷ୍ଟବ୍ୟ —ଏହା ସ୍ୱରାଦ୍ୟ ଶବ୍ଦ ପୂର୍ବରେ ସମାସରା ଯୁକ୍ତ ହେଲେ 'ଅନ୍' (ଯଥା—ଅନନ୍ତ, ଅନାଦି, ଅନେକ) ଏବଂ ବ୍ୟଞ୍ଜନବର୍ଣ୍ଣ ପୂର୍ବରେ ଯୁକ୍ତ ହେଲେ 'ଅ' ହୁଏ (ଯଥା—ଅଜ୍ଞ, ଅବିଦ୍ୟା, ଅମର, ଅଶାନ୍ତି) ଏହା ପ୍ରଭେଦ, ସାଦୃଶ୍ୟ, ଅଭାବ, ନିଷେଧ, ବୈପରୀତ୍ୟ ଓ ନିରର୍ଥକତା ଅର୍ଥବୋଧକ ଭାଷାରେ ଏହା ଅନ୍ୟଶବ୍ଦ ପୂର୍ବେ ସମାସରେ ଯୁକ୍ତ ହେଲେ ଏହାର ଆକାର 'ଅଣ' ହୁଏ; ଯଥା—ଅଣ ବାବୁଆ, ଅଣପାଠୁଆ, ଅଣଉଦିଆ କ୍ରିୟା ଏବଂ କ୍ରିୟାବାଚକ ବିଶେଷ୍ୟ ଓ ବିଶେଷଣ ପୂର୍ବେ 'ନ' ରହିଲେ ନଞ୍ଜର୍ଥ ବୁଝାଏ; ଯଥା—ନ ଯିବି, ନ ଖାଇଲା, ନ ଅଇଲା 'ନ' ମାତ୍ରାରୂପେ ଅନ୍ୟ ବର୍ଣ୍ଣତଳେ ଯୁକ୍ତ ହେଲେ ଉକ୍ତ ବର୍ଣ୍ଣର ତଳେ 'ନ' ଚିହ୍ନ ସ୍ୱରୂପ ରହେ]

ଦେଶଜ - ବିଶେଷ୍ୟ - ଓବିଶେଷଣ - (ସଂସ୍କୃତ - ) ସମ୍ପାଦନା

ନଅ (ଦେଖ) - —Na-a (See)

ନ ବରଷରୁ ଊଣା କାଳୁତ ଅଛି ଜଣା—କବିସୂର୍ଯ୍ୟ. କିଶୋରୀଚମ୍ପୁ ନ ଗୀତ

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - ସମ୍ପାଦନା

୧. (କଚିରିଆ ସାଙ୍କେତିକ)—'ନବିସିନ୍ଧା'ର ସଂକ୍ଷିପ୍ତ ଆକାର —୧. The abbreviation for Nabisindhā.
୨. (ଇଂରାଜୀ - 'ନମ୍ୱର'ର ସାଙ୍କେତିକ)—ଇଂରେଜି 'ନମ୍ୱର'ର ସଂକ୍ଷିପ୍ତ ଆକାର —'No'; abbreviation for Number.

(ଯଥା—ନ"୩=ନମ୍ୱର ୩=୩: ୟ ସ୍ଥାନୀୟ)

[ଦ୍ରଷ୍ଟବ୍ୟ —କଥାବାର୍ତ୍ତାରେ ଲୋକେ 'ଲ' ସ୍ଥାନରେ 'ନ' ଓ 'ନ' ସ୍ଥାନରେ 'ଲ' ଉଚ୍ଚାରଣ କରନ୍ତି ଯଥା—ଲଗୀ ସ୍ଥାନରେ ନଗୀ; ଲାହି ସ୍ଥାନରେ ନାହି; ଲାଭ=ନାଭ; ଲଇ=ନଇ; ଲଟା=ନଟା; ଲଟ= ନଟ; ଲକେଇ=ନକେଇ; ଏବଂ ନବେ ସ୍ଥାନରେ ଲବେ; ନେମ୍ୱୁ ସ୍ଥାନରେ ଲେମ୍ୱୁ; ନିମ୍ୱ=ଲିମ୍ୱ; ଲୁଣ=ନୁଣ କଟକସହରିଆମାନେ 'ନ' ଯାଗାରେ କଥାରେ 'ଲ' ବ୍ୟବହାର କରିଥାଆନ୍ତି; ଯଥା— ନଡ଼ିଆ ସ୍ଥାନରେ ଲଡ଼ିଆ; ନେବା=ଲେବା; ନାହା=ଲାହା; ମହାନଦୀ=ମହାଲଦୀ]