ନଅ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. (ସଂଖ୍ୟାବାଚକ) (ସଂସ୍କୃତ - ନବ)—ତିନିର ତ୍ରିଗୁଣିତ ସଂଖ୍ୟା; ୯; ନବ —୧. Nine; ୯.
୨. (ସଂସ୍କୃତ - ଲତା); ଶୁଭବାଚନ—ଲମ୍ୱ ଜନ୍ତୁ; ସାପ — ୨. (euphhemism) Serpent.

ବିଶେଷଣ - ସମ୍ପାଦନା

ନବ ସଂଖ୍ୟକ —Numbering nine.