ଧାରଣା
- ନିର୍ଦ୍ଧାରଣ
- ସିଦ୍ଧାନ୍ତ
- ନିଶ୍ଵାସ ବନ୍ଦ କରିବା; କୁମ୍ଭକ
- ସ୍ମରଣ କରିବା
- ଏକାଦିକ୍ରମେ ସ୍ଥିତି; ସ୍ଥୈର୍ଯ୍ୟ
- ବୁଦ୍ଧି
- ନ୍ୟାଯ୍ୟ ପଥରେ ସ୍ଥିତି
- ଅଭିନିବେଶ; ଚିତ୍ତର ଏକାଗ୍ରତା
- ଅଦ୍ଵିତୀୟ ବ୍ରହ୍ମରେ ଅଭିନିବେଶ
- ଅଧ୍ୟବସାୟ
- ସଂସ୍କାର; ବିଶ୍ଵାସ
- ଦୃଢ଼ ବିଶ୍ଵାସ
- ନିର୍ଦ୍ଧାରିତ ନିୟମ
- ଅବରୋଧ
- ଠେକ
- କାନ୍ଥରେ କବାଟ ବସିବା ଫାଙ୍କ ଉପରେ ଦିଆଯିବା ଲମ୍ବକାଠ
- ଦେବତାଙ୍କ ପଖେ ମନୋବାଞ୍ଛା ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଅଧ୍ୟାପଡିବା
- ସାପ କାମୁଡିବା ସ୍ଥାନ ଉପରେ ଦେବତାଙ୍କ ନାମରେ ବନ୍ଧାଯିବା ସୂତା
- ସହାୟ; ଆଶ୍ରୟ
- ରେଖା; ଗାର
- ଦୁଇ ବା ତତୋଧିକ ଲମ୍ବ ବସ୍ତୁକୁ ସମାନ୍ତର ଭାବରେ ଯଥାସ୍ଥାନରେ ରଖିବା ପାଇଁ ତହିଁରେ ଆଡ଼ ବାଗରେ ଦିଆଯିବା କାଠର ଦଣ୍ତ ବା ଦଣ୍ତମାନ; ଆଡ଼ଧାରଣାଧାରଣା
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ(ଧୃ ଧାତୁ ଣିଜନ୍ତରେ ଧାରି ଧାତୁ=ପୋଷଣ କରିବା ଭାବ ଅନ+ସ୍ତ୍ରୀ. ଆ)
ସମ୍ପାଦନା- ୧. ନିର୍ଦ୍ଧାରଣ — ୧. Resolution.
- ୨. ସିଦ୍ଧାନ୍ତ —୨. Conclusion.
- ୩. ନିଶ୍ୱାସ ବନ୍ଦକରିବା; କୁମ୍ଭକ —୩. The exercise of suspension of the breath for some time.
- ୪. ସ୍ମରଣ ରଖିବା —୪. Retention in memory; remembrance.
- ୫. ଏକାଦିକ୍ରମେ ସ୍ଥିତି; ସ୍ଥୈର୍ୟ୍ୟ —୫. Tenacity.
- ୬. ବୁଦ୍ଧି —୬. Intellect.
- ୭. ନ୍ୟାଯ୍ୟ ପଥରେ ସ୍ଥିତି — ୭. Continuance in rectitude and propriety.
- ୮. ଅଭିନିବେଶ; ଚିତ୍ତର ଏକାଗ୍ରତା — ୮. Close attention; mental concentration; meditation.
- ୯. ଅଦ୍ୱିତୀୟ ବ୍ରହ୍ମରେ ଅଭିନିବେଶ — ୯. Concentrated devotion to God.
- ୧. ଅଧ୍ୟବସାୟ —୧୦. Perseverance.
- ୧୧. ସଂସ୍କାର; ବିଶ୍ୱାସ —୧୧. Belief; faith; notion; conception; impression.
- ୧୨. ଦୃଢ଼ ବିଶ୍ୱାସ —୧୨. Conviction (Apte)
- ୧୩. ନିର୍ଦ୍ଧାରିତ ନିୟମ —୧୩. A settled rule (Apte)
- ୧୪. ଅବରୋଧ —୧୪. Retention.
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. ଠେକ —୧. A support; a prop.
- ୨. କାନ୍ଥରେ କବାଟ ବସିବା ଫାଙ୍କ ଉପରେ ଦିଆଯିବା ଲମ୍ୱକାଠ (ଯାହା ଉପରେ ପଥର ବା ଇଟା କାମ ଗଢ଼ାଯାଏ) —୨. A beam put horizontally across the opening of a door or window in a well.
ଦିହୁଁ ଦୂହେଁ ସରିସମ କେ ନୂହନ୍ତି ଊଣା ଅଳପ ଟିକିଏ ତାଳ ଦେଉଳେ ଧାରଣା କୃଷ୍ଣସିଂହ. ମହାଭାରତ. ଶାନ୍ତି
- ୩. ଦେବତାଙ୍କ ପାଖେ ମନୋବାଞ୍ଛା ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଅଧ୍ୟାପଡିବା — ୩. To lie praying before a Deity till one gets one's wishes fulfilled.
- ୪. ସାପ କାମୁଡିବା ସ୍ଥାନ ଉପରେ ଦେବତାଙ୍କ ନାମରେ ବନ୍ଧାଯିବା ସୂତା —୪. A thread tied in the name of a deite over the part of the body bitten by a serpent.
- ୫. ସହାୟ; ଆ ଶ୍ରୟ —୫. Help.
ସେ କାଳରେ କାହାକୁ ଯୁଦ୍ଧରେ ଧାରଣା ନ ପାଇ କୁରୁମାନେ ହୋଇଲେ ବିମନା କୃଷ୍ଣସିଂହ. ମହାଭାରତ. କର୍ଣ୍ଣ
- ୬. ରେଖା; ଗାର —୬. Line.
ଯା ପିଠିରେ ପଡ଼ିଛି ସୁନାର ଧାରଣା ଏ କାହା ଧନୁ ସତ କହ ନୋହି ବଣା କୃଷ୍ଣସିଂହ. ମହାଭାରତ ବିରାଟ
- ୭. ଦୁଇ ବା ତତୋଽଧିକ ଲମ୍ୱ ବସ୍ତୁକୁ ସମାନ୍ତର ଭାବରେ ଯଥାସ୍ଥାନରେ ରଖିବା ପାଇଁ ତହିଁରେ ଆଡ ବାଗରେ ଦିଆଯିବା କାଠର ଦଣ୍ଡ ବା ଦଣ୍ତମାନ; ଆଡ଼ଧାରଣା —
୭. Cross-beam; a pole or poles which are placed breadth wise to keep two or more long things in proper position.
ପ୍ରାଦେଶିକ - (ପୁରୀ) ବିଶେଷ୍ୟ -
ସମ୍ପାଦନାବର୍ଷାଦିନେ ପାଣି ପୂର୍ଣ୍ଣ ହୋଇଥିବା ନାଳ ଉପରେ ପଡୁଥିବା ନଡିଆ, ତାଳ ବା ଖଜୁରିଗଡ଼ ଉପରେ ଲୋକେ ଚାଲିଲାବେଳେ ଯେପରି ପଡ଼ିନଯିବେ ଏଥିପାଇଁ ତା କଡ଼ରେ ବନ୍ଧା ଯାଇଥିବା ବାଉଁଶ (ଯାହାକୁଧରି ଲୋକେ ଉକ୍ତ ଗଡ଼ ଉପରେ ଚାଲନ୍ତି) — A raised railing used by people for holding it while crossing a water channel on a log.