ବିଶେଷ୍ୟ (ସଂସ୍କୃତ) ସମ୍ପାଦନା

  • ପରମେଶ୍ଵର; ଈଶ୍ଵର; ଧାତା
  • ସ୍ଵଭାବ; ପ୍ରକୃତି
  • ଦେହଧାରକ ଧର୍ମ ବା ପ୍ରକୃତି
  • ଶୁକ୍ର
  • ନାଡୀ
  • ଶରୀରସ୍ଥ ସପ୍ତ ଧାତୁ; ରସ, ରକ୍ତ, ମେଦ, ମକ୍କା, ଶୁକ୍ର, ମାଂସ ଓ ଅସ୍ଥି
  • ଶରୀରସ୍ଥ ତ୍ରିଧାତୁ; ବାତ, ପିତ୍ତ ଓ କଫ
  • ଚେତନା; ଜୀବନଶକ୍ତି
  • ପଞ୍ଚଭୂତ; କ୍ଷିତି, ଅପ୍, ତେଜ, ମରୁତ୍ ଓ ବ୍ୟୋମ
  • ମୂଳ; ମୌଳିକ ବସ୍ତୁ
  • ଉପାଦାନ; ଉପକରଣ
  • ତୈଳସ ପଦାର୍ଥ; ବିଶିଷ୍ଟ ଗୁଣଯୁକ୍ତ ଖଣିଜ ପଦର୍ଥ
  • କୃ, ଗମ୍, ସ୍ଥା, ଦୃଶ୍ ପ୍ରଭୃତି କ୍ରିୟାବାଚକ ପ୍ରକୃତି, ଶବ୍ଦର ମୂଳ ଉପାଦାନ
  • ଗନ୍ଧକ, ପାରଦ, ମନଃଶୀଳା, ହିଙ୍ଗୁଳ, ଗେରୁମାଟି ଆଦି ଖଣିଜ ବସ୍ତୁ
  • ସପ୍ତସ୍ଵର
  • ବୁଦ୍ଧ ବା ଅନ୍ୟ କୌଣସି ମହାତ୍ମାଙ୍କ ଅସ୍ଥି, ନଖି, ଦନ୍ତ, କେଶ ଆଦି, ଯାହା ଭକ୍ତମାନେ ଆଧାରରେ ସାଇତି ରଖି ପୂଜା କରନ୍ତି
==ବିଶେଷ୍ୟ (ଦେଶଜ)==
  • ଶରୀର ମଧ୍ୟସ୍ଥ ସ୍ନାୟୁ
  • ବ୍ୟକ୍ତିଗତ ଶରୀରିକ ପ୍ରକୃତି
  • ମେହ ରୋଗଧାତୁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଧା ଧାତୁ=ଧାରଣ କରବା+କର୍ତ୍ତୃ. ତୁ) ସମ୍ପାଦନା

୧. ପରମେଶ୍ୱ; ଇଶ୍ୱର; ଧାତା; ପରମେଶ୍ୱର — ୧. The Creator; God.
୨. ସ୍ୱଭାବ; ପ୍ରକୃତି —୨. Nature.
୩. ଦେହଧାରକ ଧର୍ମ ବା ପ୍ରକୃତି — ୩. Bodily humour; tamperament.
୪. ଶୁକ୍ର —୪. Semen; virile.
୫. ନାଡ଼ୀ —୫. Pulse.


୬. ଶରୀରସ୍ଥ ସପ୍ତ ଧାତୁ; ରସ, ରକ୍ତ, ମେଦ, ମଜ୍ଜା, ଶୁକ୍ର ମାଂସ ଓ ଅସ୍ଥି —୬. The seven ingredients or costitents of the the body.
୭. ଶରୀରସ୍ଥ ତ୍ରିଧାତୁ; ବାତ, ପିତ୍ତ ଓ କଫ — ୭. The three humours or elements regulating the physical system.
୮. ଚେତନା; ଜୀବନୀଶକ୍ତି —୮. Vitality. life.
୯. ପଞ୍ଚଭୂତ; କ୍ଷିତି, ଅପ୍, ତେଜ୍, ମରୁତ୍ ଓ ବ୍ୟୋମ — ୯. The five elements of the material universe.
୧. ମୂଳ; ମୌଳିକ ବସ୍ତୁ — ୧୦. Root; base; element.
୧୧. ଉପାଦାନ; ଉପକରଣ — ୧୧. Material; component part; ingredient.
୧୨. ତୈଜସ ପଦାର୍ଥ; ବିଶିଷ୍ଟ ଗୁଣଯୁକ୍ତ ଖନିଜ ପଦାର୍ଥ — ୧୨. Metal.

[ ଦ୍ର—ସପ୍ତ ଧାତୁ ଯଥା—ସ୍ୱର୍ଣ୍ଣ, ରୌପ୍ୟ, ତାମ୍ର, ରଙ୍ଗ, ଲୌହ, ସୀସା, ଦସ୍ତା ଅଷ୍ଟ ଧାତୁ=ସପ୍ତ ଧାତୁ ଓ ପାରଦ]

୧୩. (ବ୍ୟାକରଣ) ଭୃ, କୃ. ଗମ୍, ସ୍ଥା, ଦୃଶ୍ ପ୍ରଭୃତି କ୍ରିୟାବାଚକ— ପ୍ରକୃତି, ଶବ୍ଦ ମୂଳ ଉପାଦାନ —୧୩. (grammar) Rotts; verbal elements.
୧୪. ଗନ୍ଧକ, ପାରଦ, ମନଃଶୀଳା, ହିଙ୍ଗୁଳ, ଗେରୁମାଟି ଆଦି ଖଣିଜ ବସ୍ତୁ —୧୪. Minerals; ore; forssil.
୧୫. (ସଙ୍ଗୀତ) ସପ୍ତସ୍ୱର —୧୫. (music) Gamut.

[ଦ୍ରଷ୍ଟବ୍ୟ —ସଙ୍ଗୀତର ସପ୍ତସ୍ୱର—ସା, ରି, ଗା, ମା, ପା, ଧା, ନି ଏମାନ ପ୍ରତ୍ୟେକ ଗୋଟିଏ ଗୋଟିଏ ଧାତୁ ]

୧୬. ବୁଦ୍ଧ ବା ଅନ୍ୟ କୌଣସି ମହାତ୍ମାଙ୍କ ଅସ୍ଥି, ନଖ, ଦନ୍ତ; କେଶ ଆଦି, ଯାହା ଭକ୍ତମାନେ ଆଧାରରେ ସାଇତି, ରଖି ପୂଜା କରନ୍ତି (ହିନ୍ଦୀ - ଶବ୍ଦସାଗର) — ୧୬. The remains or relics of any great man. which his devotees preserve and worship

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଶରୀର ମଧ୍ୟସ୍ଥ ସ୍ନାୟୁ — ୧. Nerves of the body.
୨. ବ୍ୟକ୍ତିଗତ ଶାରୀରିକ ପ୍ରକୃତି — ୨. The peculiar physical constitution of an individual; physique.
୩. ମେହ ରୋଗ —୩. Gonorrhoea.