ଧର୍ମରାଜ
- ୧: ଯମ
- ୨: ଯୁଧିଷ୍ଠିର
- ୩: ବୁଦ୍ଧ
- ୪: ଧର୍ମଧର୍ମରାଜ
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷ୍ୟ - (ଧର୍ମ+ ରାଜନ୍; ୬ଷ୍ଠୀ ତତ୍)
ସମ୍ପାଦନା- ୧. ଯମ —୧. Jama, the God of death.
- ୨. ସମ୍ରାଟ; ରାଜା — ୨. King (the defender of the faith).
[ଦ୍ରଷ୍ଟବ୍ୟ —ହିନ୍ଦୁମାନଙ୍କ ମତରେ ଦେଶର ରାଜା ଧର୍ମର ବା ଈଶ୍ୱରଙ୍କର ଅବତାର ଅଟନ୍ତି; ଅତଏବ ରାଜା ଈଶ୍ୱରଙ୍କ ପରି ପୂଜ୍ୟ ଇଂଲଣ୍ଡରେ ମଧ୍ୟ ଧର୍ମ ରକ୍ଷକ (defender of the faith) ଅଟନ୍ତି]
- ୩. (ଧର୍ମ ପାଳନକାରୀ) ଯୁଧିଷ୍ଠିର — ୩. Judhishṭhira.
- ୪. ବୁଦ୍ଧି —୪. The Buddha.