ଧର୍ମପତ୍ନୀ
ବିଶେଷ୍ୟ (ସ୍ତ୍ରୀଲିଙ୍ଗ) ସମ୍ପାଦନା
- ସହଧର୍ମିଣୀ, ଭାର୍ଯ୍ୟା, ସ୍ତ୍ରୀଧର୍ମପତ୍ନୀ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଧର୍ମ+ପତ୍ନୀ; ୪ର୍ଥୀ ତତ୍) ସମ୍ପାଦନା
- ୧. ପ୍ରଥମ ବିବାହିତା ଭାର୍ଯ୍ୟା —୧. One's first wedded wife.
- ୨. ସହଧର୍ମିଣୀ —୨. One's better—half.
(ଯଥା— ଶାସ୍ତ୍ରରେ ଅଛି ପ୍ରଥମା ଧର୍ମପତ୍ନୀର ଦ୍ୱିତୀୟା ରତି— ବର୍ଦ୍ଧିନୀ; ଅର୍ଥାତ୍, ପ୍ରମଥବିବାହିତା ସ୍ତ୍ରୀର ଧର୍ମପତ୍ନୀ ଓ ଦ୍ୱତୀୟ— ବିବାହିତା ସ୍ତ୍ରୀ କାମପତ୍ନୀ)