ଧବଳ
- ଧଳା; ଶୁଭ୍ର; ଶ୍ଵେତ; ଶୁକ୍ଳ
- ଗୋରା
- ଚକଚକିଆ ଧଳା
- ଶ୍ଵେତବର୍ଣ୍ଣ; ଧଳାରଙ୍ଗ
- ଶ୍ଵିକ୍ର; ଶ୍ଵେତକୁଷ୍ଠ
- ଏକପ୍ରକାର କର୍ପୂର; ଚିନା କର୍ପୂର
- ଶ୍ଵେତ ମରିଚ
- ଧଳା ଷଣ୍ଢ
- ଶ୍ରେଷ୍ଠ ବୃକ୍ଷ
- ଧଅ
- ଧଳା ପାରା
- ଅର୍ଜୁନ(ଗଛ)
- ରଗିଣୀବିଶେଷ
- ପ୍ରଚୀନ ଉତ୍କଳର ଏକ ଜାତି, ଲୋକଙ୍କର ସଂଜ୍ଞା
ଧବଳ
ଉଚ୍ଚାରଣ
ସମ୍ପାଦନା(ଧବଳା, ଧବଳୀ—ସ୍ତ୍ରୀ)
(ଧବଳତା,ଧବଳତ୍ୱ—ବି)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ଧବ=କମ୍ପ+ଲୋ ଧାତୁ+କର୍ତ୍ତୃ. ଅ)
ସମ୍ପାଦନା- ୧. ଧଳା; ଶୁଭ୍ର; ଶ୍ୱେତ; ଶୁକ୍ଳ —୧. White.
- ୨. ଗୋରା —୨. Fair-skinned; white skinned.
- ୩. ଚକଚକିଆ ଧଳା —୩. Dazzling white.
ସଂସ୍କୃତ - ବିଶେଷ୍ୟ -
ସମ୍ପାଦନା- ୧. ଶ୍ୱେତବର୍ଣ୍ଣ; ଧଳାରଙ୍ଗ —୧. White-colour.
- ୨. ଶ୍ୱିତ୍ର; ଶ୍ୱେତକୁଷ୍ଠ — ୨. White leprosy; leucoderma.
ଗୁରୁ କାମିନୀ ଯେବେ ରତେ, ଧବଳ ହୋଇ ମୂଖ ହସ୍ତେ ଜଗନ୍ନାଥ. ଭାଗବତ
- ୩. ଅକପ୍ରକାର କର୍ପୂର; ଚିନା କର୍ପୂର — ୩. A kind of camphor.
- ୪. ଶ୍ୱେତ ମରିଚ —୪. White pepper.
- ୫. ଧଳା ଷଣ୍ଢ —୫. White bull.
- ୬. ଶ୍ରେଷ୍ଠ ବୃକ୍ଷ —୬. An excellent bull.
- ୭. ଧଅ (ଗଛ) (ଦେଖ) - —୭. Dha-a (tree) (See)
- ୮. ଧଳା ପାରା (ହିନ୍ଦୀ - ଶଦ୍ଦସାଗର) — ୮. White pigeon.
- ୯. ଅର୍ଜୁନ (ଗଛ) (ହିନ୍ଦୀ - ଶବ୍ଦସାଗର) — ୯. Arjuna (tree) (see)
- ୧. ରାଗିଣୀବିଶେଷ (ହିନ୍ଦୀ - ଶବ୍ଦସାଗର) — ୧୦. Name of a secondary musical air in Hindu music.
[ଦ୍ରଷ୍ଟବ୍ୟ —ଭରତରେ ମତରେ ଏହା ହିଣ୍ଡୋଳ ରାଗର ଅଷ୍ଟମ ପୁତ୍ର— (ହିନ୍ଦୀ - ଶବ୍ଦସାଗର)]
ଦେଶଜ - ବିଶେଷ୍ୟ -
ସମ୍ପାଦନାପ୍ରାଚୀନ ଉତ୍କଳର ଏକ ଜାତି ଲୋକଙ୍କର ସଂଜ୍ଞା — A title of a caste of people in accient Utkal.