ବିଶେଷ୍ୟ (ଦେଶଜ) ସମ୍ପାଦନା

  • ଧନୋପାଜନୋପାୟ
  • ବ୍ୟବସାୟ; କାମ ଧନ୍ଦା; ଜୀବିକା
  • କାଉଳି; କାର୍ଯ୍ୟବ୍ୟସ୍ତତା
  • ମାନସିକ ଆନ୍ଦୋଳନ ବା ବ୍ୟସ୍ତତା
  • ବିଷମ ସମସ୍ୟା
  • ସଂସାର ସଂଗ୍ରାମ
  • ସାଂସାରିକ ଚିନ୍ତା; ପେଟ ଚିନ୍ତା
  • ସନ୍ଦେହ
  • ପ୍ରହେଳିକା
  • ଗୋଲକଧନ୍ଦା

ବିଶେଷଣ (ଦେଶଜ) ସମ୍ପାଦନା

  • କାର୍ଯ୍ୟବ୍ୟସ୍ତ
  • କିଂକର୍ତ୍ତବ୍ୟବିମୂଢ଼
  • ଆନ୍ଦୋଳିତ
  • ମୁଗ୍ଧଧନ୍ଦା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଧନ୍ଧା-ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧନଦା, ଯେଉଁଥିରୁ ଧନ ମିଳେ; କିମ୍ୱା ଦ୍ୱନ୍ଦ) ସମ୍ପାଦନା

୧. ଧନୋପାର୍ଜନୋପାୟ — ୧. Profession; occupation.
୨. ବ୍ୟବସାୟ; କାମ ଧନ୍ଦା; ଜୀବିକା — ୨. Livelihood; business.

ସାଆନ୍ତେ ତ ଧନ୍ଦାରେ ଲାଗିଥାନ୍ତି ଫକୀରମୋହନ ଛମାଣ ଆଠଗୁଣ୍ଠ


୩. କାଉଳି; କାର୍ଯ୍ୟବ୍ୟସ୍ତତା —୩. The state of being busy; bustle; stir.

ଲଟକଣୀ ପୁଣି ଯେ ହୋଇଅଛି ବନ୍ଧା ଦେଖିଲେ ତାହା ଲୋକ ମନେ ଲାଗେ ଧନ୍ଦା କୃଷ୍ଣସିଂହ. ମହାଭାରତ. ଆଦି

୪. ମାନସିକ ଆନ୍ଦୋଳନ ବା ବ୍ୟସ୍ତତା — ୪. Mental agitation; confusion.
୫. ବିଷମ ସମସ୍ୟା —୫. Dilemma.
୬. ସଂସାର ସଂଗ୍ରାମ — ୬. The battle of life; worry of life.
୭. ସାଂସାରିକ ଚିନ୍ତା; ପେଟ ଚିନ୍ତା — ୭. Worldy anxiety.
୮. ସନ୍ଦେହ —୮. Doubt.

କାହିଁ ପାଇଁ ନକୂଳ କଲ ତାହା ନିନ୍ଦା ଏ ସକାଶୁ ମୋ ମନେ ହେଉଅଛି ଧନ୍ଦା କୃଷ୍ଣସିଂହ. ମହାଭାରତ. ଅଶ୍ୱମେଧ

୯. ପ୍ରହେଳିକା —୯. Riddle.
୧. ଗୋଲକଧନ୍ଦା —୧୦. Maze; labyrinth.

ଦେଶଜ - ବିଶେଷଣ - ସମ୍ପାଦନା

୧. କାର୍ଯ୍ୟବ୍ୟସ୍ତ — ୧. Very busy; pre-occupied.
୨. କିଂକର୍ତ୍ତବ୍ୟବିମୂଢ଼ — ୨. Bewildered; confused.
୩. ଆନ୍ଦୋଳିତ —୩. Agitated.

ହୀରା ଲଗା ଶ୍ରୀପେଚ ନୀଳ ପାଗେ ପନ୍ଧା ହୋଇ କରୁଥିଲା ସେ ମାନସକୁ ଧନ୍ଦା କୃଷ୍ଣସିଂହ. ମହାଭାରତ. ବନ

୪. ମୁଗ୍ଧ —୪. Charmed.

ସେ ସଭାରେ ବିଚିତ୍ର ଚନ୍ଦ୍ରାତପ ବନ୍ଧା ହୋଇଥଇବାରୁ ହୁଅଇ ମନ ନେତ୍ର ଧନ୍ଦା କୃଷ୍ଣସିଂହ. ମହାଭାରତ. ଉଦୋଗ