ଧତୁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧାତୁ) ସମ୍ପାଦନା

୧. ମନୁଷ୍ୟର ମାନସିକ ପ୍ରକୃତି — ୧. Mental propensities.
୨. ଦୈହିକ ପ୍ରକୃତି; ଶରୀରସ୍ଥ ବାତ ପିତ୍ତ କଫ ଆଦି — ୨. Humours of the body; physical system.
୩. ଶୁକ୍ର; ବୀର୍ଯ୍ୟ; ରେତଃ —୩. Semen virile.
୪. ପ୍ରକୃତି —୪. Nature.
୫. ମନ୍ଦ ଅଭ୍ୟାସ; ଖୋଇ —୫. Bad habit.
୬. ଧାତୁ (ଦେଖ) - —୬. Dhātu (See)