ଦୋସାଲା

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ବୈଦେଶିକ - ବିଶେଷଣ - (ଫା; ତୁଳନା - ଏକସାଲା, ତିଶାଲା, ଦଶସାଲା)

ସମ୍ପାଦନା
୧. ଦୁଇବର୍ଷ ପାଇଁ ନିର୍ଦ୍ଦିଷ୍ଟ —୧. Limited for two years.

(ଯଥା—ଦୋସାଲା ପଟା)

୨. ଦୁଇ ବର୍ଷବୟସ୍କ —୨. Aged two years.
୩. ଦୁଇ ବର୍ଷ ଅନ୍ତରେ ଘଟିବା —୩. Happening at intervales of two years.

(ଯଥା—ଦୋସାଲା ବନ୍ଦୋବସ୍ତ)

୪. ଦୁଇ ଥର ପାଗ ହୋଇଥିବା (ଉଖୁଡ଼ା) — ୪. Twice seasoned with sugar (fried corn)

ବୈଦେଶିକ - ବିଶେଷ୍ୟ -

ସମ୍ପାଦନା

ଦୋଶାଲ (ଦେଖ) - —Doṡāla (See)