ଦୋଶାଲ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଦୋଶାଲା—ଅନ୍ୟରୂପ)

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଦୁଶାଲା; ତୁଳ ସଂସ୍କୃତ - ଦ୍ୱି+ଶାଟୀ) ସମ୍ପାଦନା

ଏକତ୍ର ଯୋଡ଼ା ହୋଇଥିବା ଦୁଇ ଖଣ୍ଡ ଶାଲ — A pair of shawls put together.

[ ଦ୍ର—ଶାଲ ଶବ୍ଦ ସଙ୍ଗେ ଏହି ଶବ୍ଦ ସହଚରରୂପେ ବ୍ୟବହୃତ ହୁଏ ଯଥା—ଶାଲ ଦୋଶାଲ—ବହୁମୁଲ୍ୟର ଶୀତ ବସ୍ତ୍ରମାନ]