ଦୂର
- ଦୂରତ୍ଵ; ଅସମୀପତା
- ଦୂର ଦେଶ
- ଦୂର ପଥ; ବହୂତ ଲମ୍ବ ବାଟ
ବିଶେଷଣ (ଦେଶଜ)
ସମ୍ପାଦନା- ଅସମୀପ; ବ୍ୟବଧାନଯୁକ୍ତ; ଅନ୍ତରରେ ଅବତସ୍ଥିତ
- ଦେଶ, କାଳ ବା ସମ୍ବନ୍ଧ ବିଚାରରେ ବହୁତ ଅନ୍ତରରେ ଅବସ୍ଥିତ
- ଛଡା; ପୃଥକ୍; ଅଲଗା
- ଅତ୍ୟନ୍ତ
- ଗାଢ଼
- ଅଗୋଚର
- ଦୀର୍ଘ
- ବ୍ୟବଧାନଦୂର
ଉଚ୍ଚାରଣ
ସମ୍ପାଦନା(ନିକଟ—ବିପରୀତ)
(ଦୂରତା, ଦୂରତ୍ୱ—ବି)
ସଂସ୍କୃତ - ବିଶେଷଣ - (ଦୁର୍= ଦୁଃଖ+ ଇ ଧାତୁ= ଗମନ କରିବା+ କର୍ତ୍ତୃ. ର; ନିପାତନ; ଢୁଳ. ଫାରାସୀ - ଏହି ଅର୍ଥରେ ଦୂର୍ ଶବ୍ଦ)
ସମ୍ପାଦନା- ୧. ଅସମୀପ; ବ୍ୟବଧାନଯୁକ୍ତ; ଅନ୍ତରରେ ଅବସ୍ଥିତ —୧. Remote; distant; far off.
- ୨. ଦେଶ, କାଳ ବା ସମ୍ୱନ୍ଧ ବିଚାରରେ ବହୁତ ଅନ୍ତରରେ— ଅବସ୍ଥିତ —୨. Occupying a far off position in respect of place, time or relationship.
- ୩. ଛଡ଼ା; ପୃଥକ୍; ଅଲଗା —୩. Separate.
- ୪. ଅତ୍ୟନ୍ତ —୪. Excessive.
- ୫. ଗାଢ଼ —୫. Deep.
- ୬. ଅଗୋଚର —୬. Not known; not preceived.
- ୭. ଦୀର୍ଘ —୭. Long.
- ୮. ରକ୍ତ ବା ବିବାହ ସମ୍ପର୍କରେ ବହୁତ ଅନ୍ତରରେ ଅବସ୍ଥିତ; ଯେ ନିକଟ ସମ୍ପର୍କୀୟ ନୁହେଁ —୮. Distantly related; not closely related
ଅନୁବାଦ
ସମ୍ପାଦନାସଂସ୍କୃତ - ବିଶେଷ୍ୟ -
ସମ୍ପାଦନାବ୍ୟବଧାନ —Interval; space.
ଦେଶଜ - ବିଶେଷଣ - (ସଂସ୍କୃତ - ଦୂରୀକୃତ)
ସମ୍ପାଦନା- ୧. ବିତାଡ଼ିତ — ୧. Driven away.
- ୨. ଦୂରୀଭୂତ —୨. Removed.
ଅଧି ବ୍ୟାଧି ମଧ୍ୟ ହୁଅଇ ତାର ଦୂର କୃଷ୍ଣସିଂହ ମହାଭାରତ, ବନ
- ୩. ଏତେ ଦୂରରେ ଅବସ୍ଥିତ —୩. Situated at such and such a distance.
(ଯଥା—ପୁରୀ କଟକଠାରୁ କୋଡ଼ିଏ କୋଶ ଦୂର)
- ୩. ଅପ୍ରାପ୍ୟ; ଅଗୋଚର — ୩. Unattainable; unknown.
ଜ୍ଞାନିକି ମୋରୂପ ଗୋଚର ଅଜ୍ଞାନୀ ଜନେ ମୁହିଁ ଦୂର ଜଗନ୍ନାଥ ଭାଗବତ
ଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. ଦୂରତ୍ୱ; ଅସମୀପତା —୧. Distance;
- ୨. ଦୂର ଦେଶ —୨. Distant land.
- ୩. ଦୂର ପଥ; ବହୁତ ଲମ୍ୱ ବାଟ — ୩. Long way; long journey.