ଦୀକ୍ଷାନ୍ତ
ସଂସ୍କୃତଭାଷା,ବିଶେଷ୍ୟ(ଦୀକ୍ଷା=ଯଜ୍ଞ+ଅନ୍ତ=ସମାପନ) [୧] ସମ୍ପାଦନା
- ଅବଭୃତ-ସମ୍ଭାବିତ ନ୍ୟୁନତା ପରିହାର ପାଇଁ ଯେଉଁ ଯଜ୍ଞକରି ପ୍ରଧାନଯଜ୍ଞ ସମାପନ କରାଯାଏ (A supplimentary sacrifice done to atone for the defects of the principal sacrifice)
- କାର୍ଯ୍ୟ( ବିଦ୍ୟା ) ସମ୍ପନ୍ନହେବା ପରେ
ବିଶେଷଣ ସମ୍ପାଦନା
- ଉପଦେଶାତ୍ମକ
- ପ୍ରେରଣାଦାୟକ
ବ୍ୟବହାରିକ ବିଶେଷଣ ସମ୍ପାଦନା
- ଦୀକ୍ଷାନ୍ତଭାଷଣ
- ଓଜସ୍ଵୀଭାଷଣ ( powerful speech )
- ସାରଗର୍ଭକ ଭାଷଣ
ଆଧାର ସମ୍ପାଦନା
- ↑ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ, ପୃଷ୍ଠା-୩୭୮୩
ଦୀକ୍ଷାନ୍ତ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ସଂସ୍କୃତ - ବି—(ଦୀକ୍ଷା=ଯଜ୍ଞ+ଅନ୍ତ=ସମାପନ) ସମ୍ପାଦନା
ଅବଭୃଥ; ସମ୍ଭାବିତ ନ୍ୟୂନତା ପରିହାର ପାଇଁ ଯେଉଁ ଯଜ୍ଞ କରି ପ୍ରଧାନ ଯଜ୍ଞ ସମାପନ କରାଯାଏ —A suppli mentary sacrific done to atone for the defects of the principal sacrifice.