ଦୀକ୍ଷା
- ଗୁରୁଙ୍କ ଠାରୁ ମନ୍ତ୍ରଗ୍ରହଣ,ମନ୍ତ୍ରୋପଦେଶ (Initiation into the esoteric mysteries and formulas of some religious sect.)
- ଶିକ୍ଷା
- ଉପଦେଶ
- ଯଜ୍ଞାଦିରେ ସଂସ୍କାର
- ଅର୍ଚ୍ଚନା
- ବ୍ରତାଦିକର୍ମ ଅନୁଷ୍ଠାନ
- ନିୟମ,ସଂକଳ୍ପପୂର୍ବକ ବ୍ରତାଦିରେ ପ୍ରବୃତ୍ତ ହେବା
- ପ୍ରବର୍ତ୍ତନା -ପ୍ରେରଣା,ମତାଇବା
- କୌଣସି କର୍ମ ସାଧନାର୍ଥ ଆତ୍ମୋତ୍ସର୍ଗ
- ତତ୍ତ୍ଵ
- ରହସ୍ୟ
ଆଧାର
ସମ୍ପାଦନା- ↑ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ, ପୃଷ୍ଠା-୩୭୮୩
ଦୀକ୍ଷା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଦୀକ୍ଷ୍ ଧାତୁ+ଅ, ସ୍ତ୍ରୀ. ଆ)
ସମ୍ପାଦନା- ୧. ଗୁରୁଙ୍କଠାରୁ ମନ୍ତ୍ର ଗ୍ରହଣ; ମନ୍ତ୍ରୋପଦେଶ —୧. Initiation into the esoteric mysteries and formulas of some religious sect.
- ୨. ଶିକ୍ଷା; ଉପଦେଶ —୨. Instruction; training.
- ୩. ଅର୍ଚ୍ଚନା —୩. Worship.
- ୪. ଯଜ୍ଞାଦିରେ ସଂସ୍କାର —୪. Cosecration; perfection or purity attained by vedic sacrifice.
- ୫. ବ୍ରତାଦି କର୍ମ ଅନୁଷ୍ଠାନ — ୫. Performance of religious rites.
- ୬. ନିୟମ; ସଂକଳ୍ପପୂର୍ବକ ବ୍ରତାଦିରେ ପ୍ରବୃତ୍ତ ହେବା — ୬. Commencement of rites after taking a vow engaging in the accomplishment of ceremonies.
- ୭. ପ୍ରବର୍ତ୍ତନା —୭. Stimulation.
- ୮. କୌଣସି କର୍ମ ସାଧନାର୍ଥ ଅତ୍ମୋତ୍ସର୍ଗ — ୮. Dedicating one's self to a partcular object, self-devotion (Apte).
ଦେଶଜ - ବିଶେଷ୍ୟ -
ସମ୍ପାଦନାତତ୍ତ୍ୱ; ରହସ୍ୟ —The secret.
ସୃଷ୍ଟି ସଂଙ୍କଳ୍ପେ ମୋର ଇଚ୍ଛା, ତୁ ନାଥ କହ ସୃଷ୍ଟି ଦୀକ୍ଷା ଜଗନ୍ନାଥ. ଭାଗବତ