ଦିବ୍ୟ
- ସ୍ଵର୍ଗୀୟ
- ଐନ୍ଦ୍ରଜାଲିକ; ଅଦ୍ଭୁତ (ଘଟଣା)
- ଆକାଶସ୍ଥ
- ଅଲୌକିକ
- ମନୋହର; ସୁନ୍ଦର (ଦିବ୍ ଧାତୁ= ଦୀପ୍ତି ପାଇବା + ଯ)
- ଉତ୍କୃଷ୍ଟ; ଶ୍ରେଷ୍ଠ
- ଆକାଶରେ ଘଟୁଥିବା (ସଂ ଦିବ୍=ଆକାଶ+ଭବାର୍ଥେ. ଯ)
- ସ୍ଵର୍ଗୀୟ ବା ବିଶୁଦ୍ଧ ଆନନ୍ଦଦାୟକ
- ଶପଥ; ରାଣ
- ଲବଙ୍ଗ
- ହରିଚନ୍ଦନ
- ଗୁଗ୍ଗୁଳ
- ଯବ
- ଅଅଁଳା
- ଶତାବରୀ
- ବ୍ରାହ୍ମୀଶାକ
- ଧଳା ଦୁବ
- ହରିଡ଼ା
- ଘୁଷୁରି
- ତତ୍ତ୍ଵବେତ୍ତା
- କପୁର କଚୂରୀ; ଆମ୍ବ ଅଦା
- ଜୀରା
- ଅଷ୍ଟବର୍ଷ ମଧ୍ୟରୁ ଏକତମ ଓଷଧି; ମହାମେଦା
- ଚମେଲୀ
- ଖରାବେଳେ ବରଷୁଥିବା ପାଣିରେ ସ୍ନାନ
- ପଞ୍ଚମକାର; ଶ୍ମଶାନ ଓ ଚିତାସାଧନରେ କରାଯିବା ତାନ୍ତ୍ରିକ ଆଚାରବିଶେଷ
- ଆକାଶରେ ଘଟିବା ଏକପ୍ରକାର ଉତ୍ପାତ
- ନାଟକାଦିରେ ବର୍ଣ୍ଣିତ ଅଲୌକିକ ନାୟକ, ଯଥା ରାମଚନ୍ଦ୍ର, ଶ୍ରୀକୃଷ୍ଣ
- ପ୍ରାଚୀନକାଳରେ ନ୍ୟାୟାଳୟରେ ଅଭିଯୁକ୍ତ ବ୍ୟକ୍ତିର ଅପରାଧିତା ବିଷୟ ସିଦ୍ଧାନ୍ତ ହେବା ପାଇଁ କରାଯିବା ପରୀକ୍ଷା; ମାଣ୍ଡୁ (ଏହା ଘଟ, ଅଗ୍ନି, ଉଦକ, ବିଷ, ତୁଳାଦଣ୍ଡ, କୋଷ, ତଣ୍ଡୁଳ, ତପ୍ତମାଷକ ଓ ପୁଷ୍ଠ ସାହଯ୍ୟରେ କରାଯାଉଥିଲା ।)
ଦିବ୍ୟ
ଉଚ୍ଚାରଣ
ସମ୍ପାଦନା(ଦିବ୍ୟତା, ଦିବ୍ୟତ୍ୱ—ବି)
(ଦିବ୍ୟା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ଦିବ୍=ସ୍ୱର୍ଗ+ଭାବାର୍ଥେ. ଯ)
ସମ୍ପାଦନାସ୍ୱର୍ଗୀୟ — ୧. Divine; celestial.
- ୨. ଐନ୍ଦ୍ରଜାଲିକ; ଅଦ୍ଭୁତ (ଘଟନା) — ୨. Magical; miraculous.
- ୩. ଆକାଶସ୍ଥ —୩. Heavenly.
- ୪. ଅଲୌକିକ —୪. Supernatural.
- ୫. (ଦିବ୍ ଧାତୁ=ଦୀପ୍ତି ପାଇବା+ଯ) ମନୋହର; ସୁନ୍ଦର — ୫. Magnificent; beautiful; charming.
ଦିବ୍ୟ ପୁର ସେ ଦିବ୍ୟ ତରୁ ତହିଁ ଛନ୍ତି ଦିବ୍ୟ ଆସନରେ ସେ ମନ ମୋହେ ଅତି—କୃଷ୍ଣସିଂହ. ମହାଭାରତ. ସଭା
- ୬. ଉତ୍କୃଷ୍ଟ; ଶ୍ରେଷ୍ଠ — ୬. Superior; best; excellent.
- ୭. (ସଂସ୍କୃତ - ଦିବ୍=ଆକାଶ+ଭାବାର୍ଥେ. ଯ) ଆକାଶରେ ଘଟୁଥିବା —୭. Happening in the sky.
- ୮. ସ୍ୱର୍ଗୀୟ ବା ବିଶୁଦ୍ଧ ଆନନ୍ଦଦାୟକ — ୮. Giving heavenly bliss or pleasure.
ସଂସ୍କୃତ - ବିଶେଷ୍ୟ -
ସମ୍ପାଦନା- ୧. ଶପଥ; ରାଣ —୧. Oath.
- ୨. ଲବଙ୍ଗ —୨. Cloves.
- ୩. ହରିଚନ୍ଦନ —୩. A kind of sandal.
- ୪. ଗୁଗ୍ଗୁଳ —୪. A kind of incense; bdellium.
- ୫. ଯବ —୫. Barley.
- ୬. ଅଅଁଳା (ହିନ୍ଦୀ - ଶବ୍ଦସାଗର) — ୬. Embelic myrobalan.
- ୭. ଶତାବରୀ (ହିନ୍ଦୀ - ଶବ୍ଦସାଗର) —୭. Asparagus.
- ୮. ବ୍ରାହ୍ମାଶାକ (ହିନ୍ଦୀ - ଶବ୍ଦସାଗର) — ୮. An aquatic pot-herb
- ୯. ଧଳା ଦୂବ (ହିନ୍ଦୀ - ଶବ୍ଦସାଗର) — ୯. The white or bleached variety of Cynoden grass.
- ୧. ହରିଡା (ହିନ୍ଦୀ - ଶବ୍ଦସାଗର) —୧୦. Myrobalan.
- ୧୧. ଘୁଷୁରି (ହିନ୍ଦୀ - ଶବ୍ଦସାଗର) —୧୧. Hog.
- ୧୨. ତତ୍ତ୍ୱବେତ୍ତା (ହିନ୍ଦୀ - ଶବ୍ଦସାଗର) — ୧୨. A person who knows the true or essential facts; a metaphysician.
- ୧୩. କପୁର କଚୁରୀ; ଆମ୍ୱ ଅଦା (ହିନ୍ଦୀ - ଶବ୍ଦସାଗର) — ୧୩. Curcuma Zeodaria.
- ୧୪. ଜୀରା (ହିନ୍ଦୀ - ଶବ୍ଦସାଗର) —୧୪. Cumin seed.
- ୧୫. ଅଷ୍ଟବର୍ଷ ମଧ୍ୟରୁ ଏକତମ ଓଷଧି; ମହାମେଦା (ଦେଖ) - (ହି ଶବ୍ଦସାଗର) —୧୫. Mahāmedā (See)
- ୧୬. ଚମେଲୀ (ହିନ୍ଦୀ - ଶବ୍ଦସାଗର) — ୧୬. A kind of jasmine.
- ୧୭. ଖରାବେଳେ ବରଷୁଥିବା ପାଣିରେ ସ୍ନାନ (ହିନ୍ଦୀ - ଶବ୍ଦସାଗର) — ୧୭. A shower bath taken while it is raining in sunshine.
- ୧୮. ପଞ୍ଚମକାର; ଶ୍ମଶାନ ଓ ଚିତାସାଧନରେ କରାଯିବା ତାନ୍ତ୍ରିକ ଆଚାରବିଶେଷ (ହିନ୍ଦୀ - ଶବ୍ଦସାଗର) —୧୮. A class of Tantrik rituals.
- ୧୯. ଆକାଶରେ ଘଟିବା ଏକପ୍ରକାର ଉତ୍ପାତ (ହିନ୍ଦୀ - ଶବ୍ଦସାଗର) — ୧୯. A kind omninous heavenly phenomena.
- ୨. ନାଟକାଦିରେ ବର୍ଣ୍ଣିତ ଅଲୌକିକ ନାୟକ, ଯଥା— ରାମଚନ୍ଦ୍ର. ଶ୍ରୀକୃଷ୍ଣ (ହିନ୍ଦୀ - ଶବ୍ଦସାଗର) — ୨୦. An extraordinary hero in a fiction.
- ୨୧. ପ୍ରାଚୀନକାଳରେ ନ୍ୟାୟାଳରେ ଅଭିଯୁକ୍ତ ବ୍ୟକ୍ତିର ଅପରାଧିତା ବିଷୟ ସିଦ୍ଧାନ୍ତ ହେବା ପାଇଁ କରାଯିବା ପରୀକ୍ଷା; ମାଣ୍ଡୁ (ହିନ୍ଦୀ - ଶବ୍ଦସାଗର) — ୨୧. A test or ordeal which an accused had to pass through during treal.
[ଦ୍ରଷ୍ଟବ୍ୟ —ଏହା ଘଟ, ଅଗ୍ନି, ଉଦକ, ବିଷ, ତୁଳାଦଣ୍ଡ, କୋଷ, ତଣ୍ଡୁଳ, ତପ୍ତମାଷକ ଓ ପୁଷ୍ଠ ସାହାଯ୍ୟରେ କରା ଯାଉଥିଲା]
- ୨୨. ଶପଥ (ହିନ୍ଦୀ - ଶବ୍ଦସାଗର) — ୨୨. Oath; solemn affirmation.
ଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. ସଂସ୍କୃତ ଭାଷା —The Sanskrit language.
(ସଂସ୍କୃତକୁ ଦେବଭାଷା ବୋଲାଯାଏ) ===
କ ଅ ଅକ୍ଷରେ ହୋଇଛି ନିୟମ କଥା ନୋହେ ଦିବ୍ୟ ଆଦିବ୍ୟ ସମ ଦୀନକୃଷ୍ଣ. ରସକଲ୍ଲୋଳ
ଅନୁବାଦ
ସମ୍ପାଦନାଦେଶଜ - ଅ
ସମ୍ପାଦନାଅତିଶୟ —Very much.
ଶୁଣି କରି ଅର୍ଜୁନ ଯେ ହୋଇ ଦିବ୍ୟ ତୋଷ କୃଷ୍ଣସିଂହ ମହାଭାରତ