ଦମ୍ ଦମା
ଦମ୍ ଦମା
ଉଚ୍ଚାରଣ
ସମ୍ପାଦନାବୈଦେଶିକ - ବିଶେଷ୍ୟ - (ଫା)
ସମ୍ପାଦନାଲକ୍ଷ୍ୟଭେଦ ଶିକ୍ଷା କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ ମାଟିର ସ୍ତୂପ —A mound of earth intended to be used as a target for target-practice.
ବିଶେଷଣ -
ସମ୍ପାଦନାଯାହା ଛାତି ଦମ୍ ଦମ୍ କରାଏ; ଅତ୍ୟନ୍ତ ଭୀତି ଉତ୍ପାଦକ — Causing throbbings of the heart; very frightening.
ଦେଶଜ - ବିଶେଷ୍ୟ -
ସମ୍ପାଦନାଦମ୍ ଦମ୍ (ଦେଖ) - Damdam (See)
ପ୍ରାଦେଶିକ - (କଟକ) ବିଶେଷ୍ୟ -
ସମ୍ପାଦନାଡାଇମନ୍ କଟା ହାତର ଚଉଡ଼ା ଚୁଡ଼ି — Broad bracelet with diamond-cut work.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
ସମ୍ପାଦନା- ୧. ପାହାଚ; ପାବଚ୍ଛ —୧. Steps.
- ୨. ନିଶୁଣି; ସିଡ଼ି —୨. Ladder.