ଦମ୍ ଦମ୍

ଉଚ୍ଚାରଣ

ସମ୍ପାଦନା

ଦେଶଜ - (ଧ୍ୱନ୍ୟନୁକରଣ) ଅ—(ସଂସ୍କୃତ - ଦ୍ରମ. ଧାତୁ=ଗତି କରିବା)

ସମ୍ପାଦନା
୧. ଛାତି ଧଡ଼ ଧ଼ଡ଼; ଛାତି ଦକଦକ; ବୁକୁ ଧମ୍— ଧମ୍ —୧. Violent palpitation of the heart.

[ଦ୍ରଷ୍ଟବ୍ୟ —ଦକଦକ ଅପେକ୍ଷା ଧଡ଼ଧ଼ଡ଼ ଅଧିକ ଜୋର୍ରେ ସ୍ପନ୍ଦନ ଓ ଧଡ଼ଧଡ଼ ଅପେକ୍ଷା ଦମ୍ଦମ ଅଧିକତର ଜୋର୍ରରେ ସ୍ପନ୍ଦନ ଅ଼ଟେ]

୨. ଢୋଲ ବାଜା ବା ବନ୍ଧୁକର ଶବ୍ଦ; ଦୁମ୍ ଦୁମ୍ — ୨. Sound of drums or of gun-firing.

ଢିଙ୍କି ପଡ଼େ ଦମ୍ ଦମ୍ ସାହାବ ଚାକରୀ ବଡ଼ କଠିଣ, ଝାଳ ବୁହେ ଗମ୍ ଗମ୍ ଢ଼ଗ

୩. ଦମ୍ଭ ବା ଗର୍ବପ୍ରକାଶକ ଗମନ ବା ଚାଲି; ଦୁମ୍ ଦୁମ୍ ଚାଲିବା —୩. Strutting with thumping steps.

ବିଶେଷ୍ୟ -

ସମ୍ପାଦନା

(ନାମ) କଲିକତା ନିକଟସ୍ଥ ଗୋଟିଏ କ୍ଷୁଦ୍ର ଗ୍ରାମ — Name of a small village near Calcutta; Dumdum.

[ଦ୍ରଷ୍ଟବ୍ୟ —ଏହି ସ୍ଥାନରେ ଗଭର୍ଣ୍ଣରମେଣ୍ଟଙ୍କର ବାରୁଦ ଓ ଗୋଳା ପରୀକ୍ଷାର କରାଖାନା ଅଛି ଓ ସୈନ୍ୟମାନେ ଲକ୍ଷ୍ୟଭେଦ ଶିଖନ୍ତି]

ବିଶେଷଣ -

ସମ୍ପାଦନା

ଭୟକମ୍ପିତ; ତ୍ରସ୍ତ (ଛାତି) —Trembling; palpitating through fear (Said of the leart.)