ଦଗଧ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଗ୍ରାମ୍ୟ - ବିଶେଷଣ - (ପଦ୍ୟ) (ସଂସ୍କୃତ - ଦଗଧ) ସମ୍ପାଦନା

୧. ଦଗଧ — ୧. Burnt.
୨. କଲବଲ; ସନ୍ତପ୍ତ —୨. Afficted.

ଦେହ ଦୁର୍ବଳ,ଚକ୍ଷୁ କ୍ଷୀଣ ଦଗଧ କଲୁ ପିଣ୍ଡ ପ୍ରାଣ—ପ୍ରାଚି, ନିର୍ଗୁଣ, ମାହାତ୍ମ୍ୟ

ବିଶେଷ୍ୟ - ସମ୍ପାଦନା

୧. ଶରୀରରେ ପିତ୍ତାଧିକ୍ୟ — ୧. Excess of bile in the system.

[ଦ୍ରଷ୍ଟବ୍ୟ —ଏହା ଶରୀର ମଧ୍ୟରେ ବେଶି ପରିମାଣରେ ଜାତ ହେଲେ ବାନ୍ତି ହୁଏ ଓ ପାଟି ପିତା ଲାଗେ]

୨. ଦହନ; ପୋଡ଼ିଯିବା —୨. Burning

ସର୍ପକୁଳ ଦଗଧ ଦେଖି ନାଗଲୋକକୁ ସେ ଉପେକ୍ଷି—ଜଗନ୍ନାଥ,ଭାଗବତ

୩. ଦଗଧ ହାଣ୍ଡି (ଦେଖ) - — ୩. Dagadha hāṇḍi (See)