ଦଗଧ ହାଣ୍ଡି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଦଗଧଖପରା—ଅନ୍ୟରୁପ)

ଦେଶଜ - ବିଶେଷ୍ୟ - ସମ୍ପାଦନା

ଦଶାହଦିନ ଦଶତୁଠରେ ଯେଉଁ ହାଣ୍ଡିରେ ଚାଉଳ ସହିତ ତେଲ ଓ ଘିଅ ମିଶାଇ ନିଆଁ ଉପରେ ରଖି ପୋଡ଼ାଯାଏ — An earthen pot contianing rice; ghee and oil and fried to charcoal and then broken with a stick after it is floated.