ଦଖଲ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)
  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (କଚିରିଆ) (ଆ) ସମ୍ପାଦନା

୧. ଅଧିକାର — ୧. Possession; occupation.
୨. ଭୋଗ —୨. Enjoyment.
୩. ଆୟତ୍ତି —୩. Proficiency; occupation.
୪. ଦଖଲା (ଦେଖ) - —Dakhalā (See)

[ଦ୍ରଷ୍ଟବ୍ୟ —ଏହି ଶବ୍ଦ 'ଭୋଗ' ଓ 'ସ୍ୱତ୍ୱ' ଶବ୍ଦ ପରେ ଅନୁଚର ଶବ୍ଦରୂପେ ବ୍ୟବହୃତ ହୁଏ ଯଥା—ଭୋଗଦଖଲ,ସ୍ୱତ୍ୱ ଦଖଲ]