ଦଖଲା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - (ତୁଳ. ତା. ଚିଖର=କାଦୁଅ), ସଂସ୍କୃତ - ଦଳାଢ଼୍ୟ ହିନ୍ଦୀ - ଶବ୍ଦସାଗର) ସମ୍ପାଦନା

ପଙ୍କିଲ; କର୍ଦ୍ଦମମୟ; ଦହଲା (ସ୍ଥାନ) — Muddy; miry (place)

ବିଶେଷ୍ୟ - ସମ୍ପାଦନା

୧. ଜମିର କାଦୁଆ ବା ପଙ୍କୁଆ ଅବସ୍ଥା — ୧. Muddy conditiopn of a land.
୨. କାଦୁଅ; ପଙ୍କ —୨. Mud