ଦଇବୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବିଶେଷଣ - (ସଂସ୍କୃତ - ଦୈବୀ) ସମ୍ପାଦନା

୧. ଐଶ୍ୱରିକ — ୧. Providential.
୨. ଅପ୍ରତ୍ୟାଶିତରୂପେ ଘଟିବା —୨. Accidental.

ବିଶେଷ୍ୟ - ସମ୍ପାଦନା

୧. ଦେବତା ପୂଜା ଆଦି ଅନୁଷ୍ଠାନ — ୧. Ceremonies or rituals to propitiate the Gods.
୨. ଦୈବଘଟନା —୨. Accident; divine visitation.

କ୍ରି.ବିଶେଷଣ - (ସଂସ୍କୃତ - ଦୈବାତ୍) ସମ୍ପାଦନା

ଦଇବେ (ଦେଖ) - Daibe (See)