ଦଇବୀ
ଦଇବୀ
ଉଚ୍ଚାରଣ
ସମ୍ପାଦନାଦେଶଜ - ବିଶେଷଣ - (ସଂସ୍କୃତ - ଦୈବୀ)
ସମ୍ପାଦନା- ୧. ଐଶ୍ୱରିକ — ୧. Providential.
- ୨. ଅପ୍ରତ୍ୟାଶିତରୂପେ ଘଟିବା —୨. Accidental.
ବିଶେଷ୍ୟ -
ସମ୍ପାଦନା- ୧. ଦେବତା ପୂଜା ଆଦି ଅନୁଷ୍ଠାନ — ୧. Ceremonies or rituals to propitiate the Gods.
- ୨. ଦୈବଘଟନା —୨. Accident; divine visitation.
କ୍ରି.ବିଶେଷଣ - (ସଂସ୍କୃତ - ଦୈବାତ୍)
ସମ୍ପାଦନାଦଇବେ (ଦେଖ) - Daibe (See)