ଦଇବେ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. ବିଣ—(ସଂସ୍କୃତ - ଦୈଦାତ୍) ସମ୍ପାଦନା

୧. ହଠାତ୍ — ୧. Suddenly.

ମଦନ ତହିଁ ମୂର୍ତ୍ତିମକ୍ତ ହୋଇଛି ଦଇବେ ବେଶୁଧ୍ୱନି ଶୁଭେ ଭଞ୍ଜ. କୋଟିବ୍ରହ୍ମାଣ୍ଡ ସୁନ୍ଦରୀ

୨. ଅକସ୍ମାତ୍; ଦୈବାତ୍; ଅପ୍ରତ୍ୟାଶିତରୂପ — ୨. By chance; unexpectedly;

ଯେ ଶଯ୍ୟା କିବା ବସ୍ତୁ ଲାଭ ଦଇବେ ଯେ ଅବା ଘଟିବ ଜଗନ୍ନାଥ. ଭାବବତ