ଥେଇୟା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଥେ—ଅନ୍ୟରୂପ)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

୧. କ୍ଳାନ୍ତ — ୧. Tired.
୨. ବିରକ୍ତ —୨. Disgusting.

(ଯଥା—ମୁଁ ସେଠାକୁ ଦୌଡ଼ି ଦୌଡ଼ି ଥେଇୟା ହୋଇ ଗଲିଣି)

ଯାହା କହୁଥିଲି ସେଇୟା ନାଚି ନାଚି କରି ଥେଇୟା—ଢଗ

ଅ ଓ ବିଶେଷ୍ୟ - ସମ୍ପାଦନା

ଥେଇ ଥେଇ (ଦେଖ) - —Thei thei (See)