ଥେଇ ଥେଇ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଥେଇଥେଇକା, ଥେଇ ଥେଇତା, ଥେୟା ତା ଥେଇ, ଥୈୟା ଥୈୟା—ଅନ୍ୟରୂପ

  • (file)

ଅନୁବାଦ ସମ୍ପାଦନା

ଦେଶଜ - ଅ. ସମ୍ପାଦନା

ନାଚିବାର ଉକୁଟ — A key of dancing.

ଥେଇ ଥେଇ ହୋଇ ଭଲ ତ ନାଚଇ ବାଜା ଶୁଣି ହୋଇ ତୋଷ ଯେ ବିଶ୍ୱନାଥ. ବିଚିତ୍ରରାମାୟଣ

ବିଶେଷ୍ୟ - ସମ୍ପାଦନା

୧. ନୃତ୍ୟ —୧. Dancing.
୨. (ଲକ୍ଷଣାର୍ଥ) କଳି କଜିଆ — ୨. (figurative) Quarrelling.

(ଯଥା—ତାଙ୍କ ଘରେ ୩ ଦିନ ହେଲା ଥେଇ ଥେଇ ଲାଗିଛି)