ଥିଲା

ଉଚ୍ଚାରଣ

ସମ୍ପାଦନା
  • (file)
  • (file)
  • (file)

ଦେଶଜ - ବିଶେଷଣ -

ସମ୍ପାଦନା

ଥିବା ୧ (ଦେଖ) - Thibā ୧ (See)

ସାହୁ ଭେଟିଲା କି ଥିଲା ଚାତକ ପ୍ରତାପ. ଶଶିଶେଣା


ଅନୁବାଦ

ସମ୍ପାଦନା

=== ଦେଶଜ - କ୍ରି.

[ଥିବା କ୍ରିୟାର ଅତୀତକାଳ ତୃତୀୟ ପୁରୁଷ ଅନାଦରାର୍ଥ (ସେ) ଏକ ବଚନ] (ସେ ତାହା) ଅବସ୍ଥାନ କରୁଥିଲା; ଅବସ୍ଥିତ ହୋଇଥିଲା —(He, she, or it) Was; was staying; existed.