ଥିବା
ଥିବା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ଦେଶଜ - କ୍ରିୟାପଦ - (ସଂସ୍କୃତ - ସ୍ଥା ଧାତୁ) ସମ୍ପାଦନା
- ୧. ହେବା — ୧. To be to exist.
- ୨. ଜୀବନରେ ରହିବା — ୨. To be alive.
ଥିବି କି ଛାଡ଼ିବି ପ୍ରାଣ—କବିସୂର୍ଯ୍ୟ. କିଶୋରୀଚମ୍ପୁ ଥ ଗୀତ
- ୩. ରହିବା —୩. Remain.
ସେ ଚଣ୍ଡାଂଶୁ ସ୍ନେହକଶେ ଥାଉ ଚନ୍ଦ୍ରପ୍ରୀତି—ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ
ବିଶେଷଣ - ସମ୍ପାଦନା
- ୧. ଧନୀ —୧. Rich; well-to-do.
(ଯଥା—ଥିବା ଘର, ଥିବା ଲୋକ)