ଥମ୍ୱିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. ସମ୍ପାଦନା

୧. ମନ୍ତ୍ରାଦିଦ୍ୱାରା ସ୍ତମ୍ଭନ କରିବା — ୧. To charm or enchant a person.

ଅଗ୍ନି ଜାଳନ୍ତେ ଅମ୍ୱିଲା ରାଢ଼େଣୀ ଅନେକ କାଳେ ନ ତାତିଲା ପାଣି ପ୍ରତାପ, ଶଶିଶେଣା

୨. ଥମିବା (ଦେଖ) - —୨. Thamibā (See)

ଭୀମଙ୍କ ତୁଲେ ରଣ ଗୋଳ ଆରମ୍ଭିଲେ, ଭୟ ଜାତ ହେଲେ ତା ଦମ୍ଭରେ ଥମ୍ୱିଲେ କୃଷ୍ଣସିଂହ ମହାଭାରତ, ଭୀଷ୍ମ