ଥମ୍ୱିବା
ଥମ୍ୱିବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - କ୍ରି.
ସମ୍ପାଦନା- ୧. ମନ୍ତ୍ରାଦିଦ୍ୱାରା ସ୍ତମ୍ଭନ କରିବା — ୧. To charm or enchant a person.
ଅଗ୍ନି ଜାଳନ୍ତେ ଅମ୍ୱିଲା ରାଢ଼େଣୀ ଅନେକ କାଳେ ନ ତାତିଲା ପାଣି ପ୍ରତାପ, ଶଶିଶେଣା
- ୨. ଥମିବା (ଦେଖ) - —୨. Thamibā (See)
ଭୀମଙ୍କ ତୁଲେ ରଣ ଗୋଳ ଆରମ୍ଭିଲେ, ଭୟ ଜାତ ହେଲେ ତା ଦମ୍ଭରେ ଥମ୍ୱିଲେ କୃଷ୍ଣସିଂହ ମହାଭାରତ, ଭୀଷ୍ମ