ତ୍ରିମଦ

ଓଡ଼ିଆ ସମ୍ପାଦନା

ତ୍ରିମଦ : ବିଡ଼ଙ୍ଗ, ମୁଥାଚିତାମୂଳଆୟୁର୍ବେଦ ମତରେ ଏହାର ଚୂର୍ଣକୁ ଉଷୁମ ପାଣିରେ ଗୋଳାଇ ସେବନ କଲେ କୃମି, ଗୁଳ୍ମ, ପ୍ଳୀହା, ଯକୃତବୃଦ୍ଧି ଓ ଆମଦୋଷ ଆଦି ଯାବତୀୟ ରୋଗ ଦୂର ହୁଏ।

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ସମାହାର ଦ୍ୱିଗୁ; ତ୍ରି+ମଦ) ସମ୍ପାଦନା

ମୁଥା, ଧଳାଚିତା ମୂଳ ଓ ବାଇବିଡ଼ଙ୍ଗ — The aggregate of three herbs (viz, root of grass, leadwort and a vermicide seed).

୨. ବିଷୟ ମଦ, ଧନ ମଦ ଓ ଆଭିଜାତ୍ୟ ମଦ ଏହି ତ୍ରିବିଧ ମତ୍ତତା —୨. The conciet arising from the possession of wordly prosperity, wealth and high lineage.