ତ୍ରିମଦ
ତ୍ରିମଦ
ତ୍ରିମଦ : ବିଡ଼ଙ୍ଗ, ମୁଥା ଓ ଚିତାମୂଳ। ଆୟୁର୍ବେଦ ମତରେ ଏହାର ଚୂର୍ଣକୁ ଉଷୁମ ପାଣିରେ ଗୋଳାଇ ସେବନ କଲେ କୃମି, ଗୁଳ୍ମ, ପ୍ଳୀହା, ଯକୃତବୃଦ୍ଧି ଓ ଆମଦୋଷ ଆଦି ଯାବତୀୟ ରୋଗ ଦୂର ହୁଏ।
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷ୍ୟ - (ସମାହାର ଦ୍ୱିଗୁ; ତ୍ରି+ମଦ)
ସମ୍ପାଦନାମୁଥା, ଧଳାଚିତା ମୂଳ ଓ ବାଇବିଡ଼ଙ୍ଗ — The aggregate of three herbs (viz, root of grass, leadwort and a vermicide seed).
- ୨. ବିଷୟ ମଦ, ଧନ ମଦ ଓ ଆଭିଜାତ୍ୟ ମଦ ଏହି ତ୍ରିବିଧ ମତ୍ତତା —୨. The conciet arising from the possession of wordly prosperity, wealth and high lineage.