ବିଡ଼ଙ୍ଗ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ବିଡ଼୍ ଧାତୁ=ଭେଦ କରିବା+କର୍ତ୍ତୃ. ସଂଜ୍ଞାର୍ଥେ. ଅଙ୍ଗ) ସମ୍ପାଦନା

୧. ନାତି ବୃହତ୍ ଗୁଳ୍ମ ବିଶେଷ —୧. Embellia Ribes.

[ ଦ୍ର—ଏହା ଲଟେଇ ଲଟେଇ ମାଡ଼େ ଏହାର ପତ୍ର ରୋମହୀନ ଏହା ବୋମ୍ୱାଇ, ଆସାମ ଓ ବ୍ରହ୍ମ ଦେଶରେ ଜନ୍ମେ ]

୨. ବାଇବିଡ଼ଙ୍ଗ —୨. Embellia Robusta.

ସଂସ୍କୃତ - ବିଶେଷଣ - ସମ୍ପାଦନା

ଅଭିଜ୍ଞ; ବିଜ୍ଞ —Learned; experienced.