ବିଶେଷଣ (ଦେଶଜ)

ସମ୍ପାଦନା


ତିର୍ଯ୍ୟକ

ଉଚ୍ଚାରଣ

ସମ୍ପାଦନା

ଦେଶଜ - ବିଶେଷଣ - (ସଂସ୍କୃତ - ତିର୍ଯ୍ୟକ୍)

ସମ୍ପାଦନା

ବକ୍ର; ତେରଛା — Oblique.

ଉର୍ଦ୍ଦୁ ଅଧ ତିର୍ଯ୍ୟକ ଲୋକଙ୍କର ମୃତ—କୃଷ୍ଣସିଂହ ମହାଭାରତ. ସଭା

ଦେଶଜ - ବିଶେଷ୍ୟ -

ସମ୍ପାଦନା

ପଶୁ ପକ୍ଷୀ ଆଦି ଜୀବ — Birds and beasts.

ଦେବ ତିର୍ଯ୍ୟକ ନର ଆଦି ସରୀସୃପ ବୃକ୍ଷ ପ୍ରସିଦ୍ଧି—ଜଗନ୍ନାଥ ଭାଗବତ