ତିରୋଟିଆ
ତିରୋଟିଆ
ଉଚ୍ଚାରଣ
ସମ୍ପାଦନାଦେଶଜ - ବିଶେଷଣ -
ସମ୍ପାଦନା- ୧. ତିରୋଟ (ଦେଖ) - ୧. Tiroṭa (See).
- ୨. (ସଂସ୍କୃତ - ତୀରଭୁକ୍ତିରୁ ହିନ୍ଦୀ - ତ୍ରିହୁତ ଓ ତିରିହୁତ)— ପୁରୀ ଜିଲ୍ଲାର ଯେଉଁ ବ୍ରାହ୍ମଣମାନେ ଅନେକ ପୁରୁଷ
ହେଲା ପୁରୀରୁ ଯାଇ ଦ୍ୱାରଭଙ୍ଗା (ତ୍ରିହୁତ)ର ମହା ରାଜାଙ୍କ ଠାରୁ ଜମିବାଡ଼ି ପାଇ ସେଠାରେ ସପରିବାରରେ ବାସ କରୁଅଛନ୍ତି — ୨. (Brahmans of Puri) Who have for generations settled in Darbhanga on grants of land given by former Maharajas.