ତାରେଣୀ
ତାରେଣୀ
ଉଚ୍ଚାରଣ
ସମ୍ପାଦନାଗ୍ରାମ୍ୟ - ବିଶେଷ୍ୟ - ସ୍ତ୍ରୀ. (ସଂସ୍କୃତ - ତାରିଣୀ)
ସମ୍ପାଦନା- ୧. ଦେବୀବିଶେଷ — ୧. Name of village-Goddess.
- ୨. ସ୍ତ୍ରୀ ଲୋକମାନେ ଉପବାସ କରି ବାହୁରେ ବା ବେକରେ ଯେଉଁ ବ୍ରତସୂତା ବାନ୍ଧନ୍ତି —A String tied round the arm or neck by females observing vows.
ଦେଶଜ - ବିଶେଷଣ -
ସମ୍ପାଦନାତାରିଣୀ (ଦେଖ) - —Tāriṇī (See)