ତାରିଣୀ
ତାରିଣୀ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ସ୍ତ୍ରୀ. (ତୃ ଧାତୁ ଣିଚ= ତାରି+ କର୍ତ୍ତୃ. ଇନ୍+ ସ୍ତ୍ରୀ. ଈ) ସମ୍ପାଦନା
- ୧. ରକ୍ଷାକର୍ତ୍ତୀ —୧. Protecting (female).
- ୨. ତ୍ରାଣକର୍ତ୍ତୀ —୨. Delivering (female).
ବିଶେଷ୍ୟ - ସ୍ତ୍ରୀ ସମ୍ପାଦନା
- ୧. ଦୁର୍ଗା —୧. Goddess Durgā.
ସଂକଟ କାଳରେ ସାହା ହୋଇଲ ଯେ ମୋତେ ତାରା ଯେ ତାରିଣୀ ନାମ ବୋଲାଅ ଜଗତେ ବିଶ୍ୱନାଥ. ବିଚିତ୍ରରାମାୟଣ
- ୨. ତାରଣକର୍ତ୍ତୀ ସ୍ତ୍ରୀ —୨. Deliverer (woman).
- ୩. ରକ୍ଷାକର୍ତ୍ତୀ ସ୍ତ୍ରୀ —୩. Saviour (woman).
ଦେଶଜ - ବିଶେଷ୍ୟ - ସମ୍ପାଦନା
ଗଞ୍ଜାମ ପାହାଡ଼ବିଶେଷ; ଯହିଁରେ ତାରା ତାରିଣୀ ଦେବୀ ପ୍ରତିଷ୍ଠିତ —Name of a hill in Ganjam where the Deity (Goddess) TārāTāriṇī is established.
ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ - ସମ୍ପାଦନା
ତାରିଣୀ ମଙ୍ଗଳବାର ଦିନ ସ୍ତ୍ରୀ ଲୋକ— ମାନେ ହାତରେ ଯେଉଁ ବ୍ରତ—ସୂତା ବାନ୍ଧନ୍ତି —The amulet-string worn round the arm by females on the Tāriṇī tuesday.