ତାଏଫା
ତାଏଫା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାବୈଦେଶିକ - ବି(ଫାରାସୀ - ତାୟଫା)
ସମ୍ପାଦନା- ୧. ନର୍ତ୍ତକୀଙ୍କ ଦଳ — ୧. A party of dancing girls.
x x ରୀତିରେ ଦୁଇ ତାଇଫା ଖେମଟା ନାଚ—ଫକୀରମୋହନ, ଗଳ୍ପସ୍ୱଳ୍ପ
- ୨. ନର୍ତ୍ତକୀ —୨. Dancing girl.
- ୩. ବେଶ୍ୟା —୩. Prostitute.
ତାଏଫା
ଉଚ୍ଚାରଣ
ସମ୍ପାଦନାବୈଦେଶିକ - ବିଶେଷ୍ୟ -
ସମ୍ପାଦନାତାଇଫା (ଦେଖ) - Tāiphā (See).