ତାଇଫା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବି(ଫାରାସୀ - ତାୟଫା) ସମ୍ପାଦନା

୧. ନର୍ତ୍ତକୀଙ୍କ ଦଳ — ୧. A party of dancing girls.

x x ରୀତିରେ ଦୁଇ ତାଇଫା ଖେମଟା ନାଚ—ଫକୀରମୋହନ, ଗଳ୍ପସ୍ୱଳ୍ପ

୨. ନର୍ତ୍ତକୀ —୨. Dancing girl.
୩. ବେଶ୍ୟା —୩. Prostitute.