ତଲାସି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷଣ - (ତୁ. ତଲ୍ଲାସୀ) (କଚିରିଆ) ସମ୍ପାଦନା

୧. ତଲାସ କରାଯାଉ ଥିବା — ୧. Searched for; wanted.
୨. ତଲାସ ନିମନ୍ତେ ଆବଶ୍ୟକ — ୨. Necessary or required for searching.

(ଯଥା—ତଲାସିଫିସ୍)

ବୈଦେଶିକ - ବିଶେଷ୍ୟ - (ଫାରାସୀ - ତଲାସୀ) ସମ୍ପାଦନା

ତଲାସ (ଦେଖ) - Talāsa (See)