ତଲାସି

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ଅନୁବାଦ

ସମ୍ପାଦନା

ବୈଦେଶିକ - ବିଶେଷଣ - (ତୁ. ତଲ୍ଲାସୀ) (କଚିରିଆ)

ସମ୍ପାଦନା
୧. ତଲାସ କରାଯାଉ ଥିବା — ୧. Searched for; wanted.
୨. ତଲାସ ନିମନ୍ତେ ଆବଶ୍ୟକ — ୨. Necessary or required for searching.

(ଯଥା—ତଲାସିଫିସ୍)

ବୈଦେଶିକ - ବିଶେଷ୍ୟ - (ଫାରାସୀ - ତଲାସୀ)

ସମ୍ପାଦନା

ତଲାସ (ଦେଖ) - Talāsa (See)