ତଲାସ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ତୁର୍କୀ. ତଲ୍ଲାସ୍=ଅନୁସନ୍ଧାନ, ଖୋଜିବା) ସମ୍ପାଦନା

୧. ଅନୁସନ୍ଧାନ —୧. Seeking after; enquiry.
୨. ଅନ୍ୱେଷଣ; ଖୋଜିବା — ୨. Searching; quest.
୩. ଅପରାଧୀ ବ୍ୟକ୍ତି ଦେହ ବା ଲୁଗାପଟା ଆଦିରେ କୌଣସି ନିସିଦ୍ଧ ପଦାର୍ଥ ଲୁଚାଇ ଅଛି କି ନାହିଁ ତାହା ଜାଣିବା ସକାଶେ ଅପରାଧୀର ଲୁଗାପଟାଆଦି ଦରାଣ୍ଡିବା — ୩. Search of a person's body or clothes.
୪. ଅନୁପସ୍ଥିତ ବ୍ୟକ୍ତି ବା ପଦାର୍ଥକୁ ଲୋଡ଼ିବା — ୪. Enquiring after an absent person or thing.

ତତ୍ତ୍ୱ ଜାଣେ କବି ତରଣି ତା ଭାବି ତଲାସ ଯେ ଯାକୁ ନାହିଁ କବିସୂର୍ଯ୍ୟ. ସଙ୍ଗୀତ