ତଣ୍ଡୁଳ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ତଣ୍ଡ ଧାତୁ, ଆଘାତ କରିବା+କର୍ମ. ଉଳ) ସମ୍ପାଦନା

ଢିଙ୍କି ଆଦିଦ୍ୱାରା ଯାହାକୁ ଆଘାତ କରାଯାଏ ===

୧. ଚାଉଳ —୧. Rice; husked rice.
୨. ଲେଉଟିଆ ଶାଗ —୨. A kind of pot-herb.
୩. ବାଇବିଡ଼ଙ୍ଗ (ଦେଖ) - (ହିନ୍ଦୀ - ଶବ୍ଦସାଗର) ୩. Bāibiṟḍ̠aṅga (See)
୪. ୮ ଗୋଟି ସୋରିଷ ଓଜନର ପ୍ରାଚୀନକାଳର ହୀରାର ଓଜନବିଶେଷ (ହିନ୍ଦୀ - ଶବ୍ଦସାଗର) —୪. A standard of weighting diamond equel to the weight of eight mustard seeds.