ବାଇବିଡ଼ଙ୍ଗ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବିଡ଼ଙ୍ଗ) ସମ୍ପାଦନା

ଔଷଧ ଗୁଳ୍ମ ବିଶେଷ; ବିଡ଼ଙ୍ଗ — Embellia Robusta; embellia Ribes.

[ଦ୍ରଷ୍ଟବ୍ୟ —ଏହାର ଫଳ ଗୋଲମରିଚ ପରି ଏହା କୃମି ଓ ଉଦରବାୟୁ ନାଶକ;ପତ୍ର ନିମ୍ନପୃଷ୍ଠ ଓ ରୋମଶ ଏହି ଗଛକୁ ଲୁଣିଲୁଣିଆ ଗଛ ମଧ୍ୟ ବୋଲାଯାଏ ଏ ଗଛ ଦୁଇ ଜାତି ଏକ ଜାତି ବୃହତ୍ ଲଟାଳିଆ ଗୁଳ୍ମ; ଚଟଗ୍ରାମ, ବୋମ୍ୱେ, ସିଂହଳ, ଓ ବ୍ରହ୍ମଦେଶରେ ଜନ୍ମେ ଅପର ଜାତି ଛୋଟ ତରୁ, ବଙ୍ଗ ବିହାର ଓଡ଼ିଶାରେ ଜନ୍ମେ ଦୁଇ ଜାତିର ଫଳ ତ୍ରିମିଘ୍ନ ଓ ଉଦରବାୟୁ ନାଶକ ବୈଦ୍ୟକ ମତରେ ଏହା କଟୂ, ତୀକ୍ଷ୍ନ. ଉଷ୍ଣବୀର୍ଯ୍ୟ, ରୂକ୍ଷ, ଅଗ୍ନିକାରକ ଓ ଲଘୁ ଏହା ଶୂଳ, ଉଦରାଧ୍ମାନ, ଉଦର ରୋଗ, ଶ୍ଳେଷା, କୃମି, ବାତ ଓ ବିବନ୍ଧନାଶକ]