ତକତକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - (ସଂସ୍କୃତ - ତକ ଧାତୁ=ହସନ; ତର୍କ ଧାତୁ= ଦୀପ୍ତି— ଯୋଗେଶଚନ୍ଦ୍ର) ସମ୍ପାଦନା

୧. ଚକ୍ଚକ୍ (ଦେଖ) - ୧. Chak-chak (See)
୨. ଈଷତ୍ ରକ୍ତାଭ; ଗୋଲାପୀ ୨. Ruddy, Rosy.