ଚକ୍ଚକ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)
  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ସଂସ୍କୃତ - ଚାକଚକ୍ୟ; ତୁଳ. ତୀକୀ. ଚକ୍ମକ୍; ସଂସ୍କୃତ - ଚକ୍ ଧାତୁ=ଦୀପ୍ତି ପାଇବା) ସମ୍ପାଦନା

୧. ଦୀପ୍ତି; ଚମକ — ୧. Splendour; lustre; brilliancy.
୨. ଚାକଚକ୍ୟ; ବର୍ଣ୍ଣର ଔଜ୍ଜଲ୍ୟ — ୨. Brightness of colour; dazzling brightness.

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

ଜାଜ୍ୱଲ୍ୟମାନ; ଉଜ୍ଜ୍ୱଳ; ଜକ୍ଜକ୍ —Shining; bright; brilliant dazzling.

ଦେଶଜ - ଅ (ଧ୍ୱନ୍ୟନୁକରଣ) ସମ୍ପାଦନା

ବିରାଡ଼ି କୁକୁର ପାନୀୟ ପଦାର୍ଥ ଜିଭଦ୍ୱାରା ଚାଟି ପିଇବାର ଶଦ୍ଦ —Sound of licking of milk or water by cats and dogs.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - ସମ୍ପାଦନା

ଆସନ୍ନବିପଦଜନିତ ଆଶଙ୍କାଯୋଗୁଁ ମନର ଅସ୍ଥିରତା —Uneasiness due to the fear of impending danger.