ଢେଙ୍କା
ଢେଙ୍କା
ଉଚ୍ଚାରଣ
ସମ୍ପାଦନାଢେଂଙ୍କା, ଢେଁକାଅନ୍ୟରୁପ
ଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. ଢେକା (ଦେଖ) - ୧. Dhekā (Se)
- ୨. ଢିରା (ଦେଖ) - ୨. Dhirā (See)
- ୩. ପ୍ରାଚୀନକାଳରେ ଢେଙ୍କାନାଳ ରାଜ୍ୟରେ ରାଜତ୍ୱ କରୁଥିବା ରଣପ୍ରିୟ ଶବର ରାଜା —୩. Name of a king of Sabara caste who ruled over theDhenkanal State of Orissa in ancient times.
କପିଳାସ କୋଲ ନିବାସୀ ଶବର ରଣରଙ୍କା ଢେଙ୍କା ଯା ବଂଶଶେଖର ରାଧାନାଥ. ନନ୍ଦୀକେଶ୍ୱରୀ
[ ଦ୍ର—ତାଙ୍କର ବାସସ୍ଥାନ ଶାଳିଆ ପର୍ବତ ଶିଖରରେ ଥିଲା ଶ୍ରୀଧର ଭଞ୍ଜ ନାମକ ଜଣେ କ୍ଷତ୍ରିୟ ତାକୁ ପରାଜିତ କରି ତାହା ନାମରେ ରାଜ୍ୟର ନାମ ଢେଙ୍କାନାଳ ଦେଲେ]
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
ସମ୍ପାଦନାଠେକା —Turban