ଢିରା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧୃ ଧାତୁ=ଧାରଣ) ସମ୍ପାଦନା

୧. ଠେକ; ଧାରଣା — ୧. A prop.
୨. ଠେଁସ; ଠିଅ —୨. A suppord.
୩. କାତ —୩. The pole used in pushing a boat.
୪. ଅବଲମ୍ୱନାର୍ଥ ଯଷ୍ଟି — ୪. A stick used for support.
୫. ବାଣୀ ବା ସୂତୁଲୀକୁ କାଟିବା ବା ବଳିବା ନିମନ୍ତେ ବ୍ୟବହୃତ ଛକଦିଆ ତାକୁଡ଼ି ବା ଶଳାକା — ୫. A spindle with a cross at the bottom to spin strings.