ଢିରା
ଢିରା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଢିରା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧୃ ଧାତୁ=ଧାରଣ)
ସମ୍ପାଦନା- ୧. ଠେକ; ଧାରଣା — ୧. A prop.
- ୨. ଠେଁସ; ଠିଅ —୨. A suppord.
- ୩. କାତ —୩. The pole used in pushing a boat.
- ୪. ଅବଲମ୍ୱନାର୍ଥ ଯଷ୍ଟି — ୪. A stick used for support.
- ୫. ବାଣୀ ବା ସୂତୁଲୀକୁ କାଟିବା ବା ବଳିବା ନିମନ୍ତେ ବ୍ୟବହୃତ ଛକଦିଆ ତାକୁଡ଼ି ବା ଶଳାକା — ୫. A spindle with a cross at the bottom to spin strings.